The Ultimate Managed Hosting Platform
ADVERTISEMENT

୧୧୧ ମୃତଦେହ ହସ୍ତାନ୍ତର : ବିଏମସି

Facebook
Twitter
LinkedIn

ବାହାନଗା ଟ୍ରେନ ଟ୍ରାଜେଡି : ୧୯୩ ମୃତଦେହରୁ ୧୧୧ ମୃତଦେହ ଚିହ୍ନଟ । ଚିହ୍ନିତ ୧୧୧ ମୃତଦେହ ହସ୍ତାନ୍ତର ହୋଇଛି କହିଲେ ବିଏମସି କମିଶନର । ଆହୁରି ୮୨ ମୃତଦେହ ଏମ୍ସରେ ରହିଛି । ଡିଏନଏ ଟେଷ୍ଟ ପ୍ରକ୍ରିୟା ଚାଲିଛି । ମୃତଦେହ ପାଇଁ ଆସୁଥିବା ଲୋକଙ୍କ ଖାଇବା , ରହିବା ପ୍ରକ୍ରିୟା ହୋଇଛି । ବିଭିନ୍ନ ରାଜ୍ୟରୁ ସେମାନଙ୍କ ସମ୍ପର୍କୀୟ ଆସି ମୃତଦେହ ଚିହ୍ନଟ କରି ନେଉଛନ୍ତି । ସରକାର ନିଜ ଖର୍ଚ୍ଚରେ ପରିବାର ସହ ମୃତଦେହ ସେମାନଙ୍କ ଘରେ ପହଞ୍ଚାଉଛନ୍ତି । ଯାହାର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେପଟେ କଟକ ଏସସିବିରେ ଏବେ ୧୧୯ଗୁରୁତରଙ୍କ ଚିକିତ୍ସା ଚାଲିଛି । ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ଜଣ ଆଇସିୟୁରେ ଅଛନ୍ତି । ମୋଟ୍ ୨୦୧ ଆହତ ଏସସିବିରେ ଭର୍ତ୍ତି ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login