The Ultimate Managed Hosting Platform
ADVERTISEMENT

୧୦ ଡିଗ୍ରୀ ତଳେ ପାରଦ

Facebook
Twitter
LinkedIn

ଭୁବନେଶ୍ୱର : ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତ୍ରି ତାପମାତ୍ରା । ୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର । ସୁନ୍ଦରଗଡ କିରେଇ ରାତ୍ରୀ ତାପମାତ୍ରା ୯.୫ ଡିଗ୍ରୀ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତି ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ପାଇଛି । ୧୪ ତାରିଖ ବେଳକୁ ଫୁଲବାଣୀ, କୋରାପୁଟ ଭଳି ସହରରେ ରାତି ତାପମାତ୍ରା ୯ ଡିଗ୍ରୀ ଓ ରାଜ୍ୟର ଅର୍ଦ୍ଧାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login