The Ultimate Managed Hosting Platform
ADVERTISEMENT

୧୦୦ ଚାକିରି ଆଶାୟୀଙ୍କୁ ଠକେଇ !

Facebook
Twitter
LinkedIn

ଭୁବନେଶ୍ୱର : ଚାକିରି ଦେବା ନାଁରେ ବାଲେଶ୍ୱର ଜିଲ୍ଲାରେ କୋଟିଏ ଟଙ୍କା ଠକେଇ । ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି ଦେବା ନାଁରେ ଠକେଇ । ପ୍ରାୟ ୧୦୦ ଜଣ ଚାକିରି ଆଶାୟୀ ଠକେଇର ଶିକାର ସୂଚନା । ଘଟଣାରେ ୫ ଜଚ୍ଚଙ୍କୁ ଅଟକ ରଖିଲା ସହଦେବଖୁଣ୍ଟା ପୋଲିସ । ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ।

ସୋର ଓ ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଆଇଟି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login