The Ultimate Managed Hosting Platform
ADVERTISEMENT

୧୦ମ ଶ୍ରେଣୀ ଛାତ୍ରକୁ ଚଢିଲା ‘ପୁଷ୍ପା’ର କ୍ରେଜ୍‌

Facebook
Twitter
LinkedIn

ଗତ କିଛି ମାସ ହେବ ଛୋଟରୁ ଆରମ୍ଭ କରି ବଡ ଯାଏଁ ସମସ୍ତଙ୍କ ଭିତରେ ପୁଷ୍ପାର ନିଶା ଧରିଥିଲା। ଲୋକଙ୍କ ଭିତରେ ପୁଷ୍ପାର କ୍ରେଜ୍‌ ଏତେ ବଢିଯାଇଥିଲା ଯେ ରାସ୍ତା ଘାଟ ସବୁଠୁ ଭିଡିଓ କରୁଥିଲେ। ଫିଲ୍ମ ଯେମିତି ହିଟ୍‌ ହୋଇଥିଲା ଫିଲ୍ମର ଡାଏଲଗ୍‌ ମଧ୍ୟ ସେହିଭଳି ଲୋକପ୍ରିୟ ପାଇଛି । ‘ପୁଷ୍ପା: ଦି ରାଇଜ୍’ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛି। କୋରିଆର ଜଣେ ମହିଳା ‘ଶ୍ରୀବଲ୍ଲୀ’ ହୁକ୍ ଷ୍ଟେପ୍ସରେ ଏକ ଚମତ୍କାର ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ବହୁତ ଭାଇରାଲ ହୋଇଥିଲା।  ରିଲ୍‌ରେ ସମସ୍ତେ ଅଲୁ ଅର୍ଜୁନଙ୍କ ଡ୍ୟାନ୍ସ ଷ୍ଟେପ୍ କପି ଇନଷ୍ଟ୍ରାରେ ଅପଲୋଡ୍ କରୁଛନ୍ତି। ‘ଆପୁନ୍ ଜୁକେଗା ନାହିଁ’ ଠାରୁ ‘ତେରୀ ଝଲକ ଶରଫି’ ପର୍ଯ୍ୟନ୍ତ ଲୋକଙ୍କ ପାଟିରେ ଘୋଷା ହୋଇ ରହିଛି 

କ ଦଶମ ଶ୍ରେଣୀର ପିଲାଟି କହିଛି.. ଆଜ୍ଞା ହଁ। ଦଶମ ଶ୍ରେଣୀ ଯେତେବେଳେ ପିଲାଟି ପାଠ ପଢେ , ତା ଉପରେ ସମସ୍ତ ପ୍ରକାରର ଚାପ ରହିଥାଏ। କିଭଳି ପରୀକ୍ଷାରେ ନମ୍ବର ରଖିବ , ଭଲ ସ୍ଥାନ ଅଧିକାର କରିବ। କିନ୍ତୁ ଏହି ପିଲାଟି ଏମିତି କିଛି କରିଛି ଯାହା ଶୁଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାଟି ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ହେଲେ ଏହାର କୌଣସି ଠୋସ୍ ସୂଚନା ଗ୍ରହଣ କରାଯାଇ ନାହିଁ। କିନ୍ତୁ ପରୀକ୍ଷା ପେପରର ଫଟୋ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ଯେ ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ବହୁ ଦିନ ସରିଲାଣି, କିନ୍ତୁ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେଉଛି। ତେବେ ଏହି ପରୀକ୍ଷା ପେପରର ବଡ ଅକ୍ଷରରେ ଲେଖା ହୋଇଛି, – ପୁଷ୍ପା, ପୁଷ୍ପା ରାଜ… ଅପୁନ୍ ଲିଖେଗା ନେହି … ଶାଲା । ବର୍ତ୍ତମାନ ଏହି ଫଟୋ ଚାରିଆଡେ ଭାଇରାଲ୍‌ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login