ବାଲେଶ୍ୱର : ୟୁନିୟନ ବ୍ୟାଙ୍କ ଡକାୟତିର ପର୍ଦ୍ଦାଫାସ । ୬ ଜଣ ଗିରଫ । ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଲୁଟ ଘଟଣାରେ ଗିରଫ । ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗର । ନଗଦ ୬ ଲକ୍ଷ ଟଙ୍କା ଜବତା ୬ ଲକ୍ଷ ଟଙ୍କା ସହ ୩ ଶହ ଗ୍ରାମ ସୁନା ଅଳଙ୍କାର ସହ ୩ ବନ୍ଧୁକ ଜବତ । ଗତ ଏପ୍ରିଲ ୨୬ ତାରିଖରେ ବ୍ୟାଙ୍କ ଲୁଟ ହୋଇଥିଲା । ୪୦ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ ଅଭିଯୋଗ ହୋଇଥିଲା ।
Views: 65