The Ultimate Managed Hosting Platform
ADVERTISEMENT

ୟୁକ୍ରେନର ରେଳଷ୍ଟେସନ ଉପରେ ଋଷର ରକେଟ ମାଡ

Facebook
Twitter
LinkedIn

ପୂର୍ବ ୟୁକ୍ରେନର କ୍ରାମାତୋରକ୍ସ ସହରର ରେଳ ଷ୍ଟେସନ ଉପରେ ରକେଟ ମାଡ କରିଛି ଋଷ । ଏଥିରେ ୫ ନାବାଳକ ସମେତ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ୟୁକ୍ରେନ ନାଗରିକ ଆହତ ହୋଇଛନ୍ତି । ସହରବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଷ୍ଟେସନ ଉପରେ ରକେଟ ମାଡ କରିଥିଲେ ପୁଟିନ ସେନା । ଷ୍ଟେସନରେ ହଜାରେରୁ ଅଧିକ ଲୋକ ଥିବା ବେଳେ ରକେଟ ମାଡ ହୋଇଥିଲା । ଫଳରେ ଲୋକଙ୍କ ଆର୍ତ ଚିତ୍କାର ଫାଟି ପଡିଥିଲା ଷ୍ଟେସନ ପରିସର, ଏଣେ ତେଣେ ବିଛାଡି ହୋଇ ପଡି ରହିଥିଲା ମୃତଦେହ ।

କେହି କ’ଣ ବୁଝିବା ଆଗରୁ ଦେଖୁ ଦେଖୁ ଚାଲିଗଲା ଲୋକଙ୍କ ଜୀବନ । ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହାକୁ ମାନବିକତା ଉପରେ ଆକ୍ରମଣ ବୋଲି କହିଛନ୍ତି । ନୀରିହ ନାଗରିକଙ୍କ ଉପରେ ଋଷ ଅତ୍ୟାଚାର କରୁଛି, ଏହା ଋଷର ସୀମାହିନ ଶୈତାନୀ । ପୁଟିନ ଯୋଜନାବଦ୍ଧ ଭାବେ ୟୁକ୍ରେନର ଲୋକଙ୍କୁ ହତ୍ୟା କରୁଛନ୍ତି, ଶୀଘ୍ର ଦଣ୍ଡ ନ ମିଳିଲେ ମାନବିକତା ଉପରେ ହେଉଥିବା ଏହି ଥମିବ ନାହିଁ ବୋଲି କହିଛନ୍ତି ଜେଲେନସ୍କି ।f

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login