The Ultimate Managed Hosting Platform
ADVERTISEMENT

ୟୁକ୍ରେନରେ ଫସିଛି ଝିଅ ।

Facebook
Twitter
LinkedIn

 ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହେଲେ ୟୁକ୍ରେନରେ ଫଶିଛନ୍ତି ହଜାର ହଜାର ଭାରତୀୟ । ଏମାନଙ୍କ ମଧ୍ୟରେ ଅଛନ୍ତି ସେଠାରେ ଏମବିବିଏସ୍ କୋର୍ସ କରିବାକୁ ଯାଇଥିବା ଭାରତୀୟ ଛାତ୍ରଛାତ୍ରୀ । ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ । ଆଉ ଏହାର ଫାଇଦା ଉଠାଇଛନ୍ତି କିଛି ଦଲାଲ ।

ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହେଲେ ୟୁକ୍ରେନରେ ଫଶିଛନ୍ତି ହଜାର ହଜାର ଭାରତୀୟ । ଏମାନଙ୍କ ମଧ୍ୟରେ ଅଛନ୍ତି ସେଠାରେ ଏମବିବିଏସ୍ କୋର୍ସ କରିବାକୁ ଯାଇଥିବା ଭାରତୀୟ ଛାତ୍ରଛାତ୍ରୀ । ଏବେ ସେଠିକାର ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି । ଏପରି ସ୍ଥଳେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ବାପା, ମା’ଙ୍କ ମଧ୍ୟରେ ନାହିଁନଥିବା ଭୟ । ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ । ଆଉ ଏହାର ଫାଇଦା ଉଠାଇଛନ୍ତି କିଛି ଦଲାଲ । ପୋଲିସରେ ଖବର ଦେଇଥିବା ସୂଚନା ପାଇବା ପରେ ଦଲାଲ ଜଣକ ବୈଶାଳୀଙ୍କ ଆକଉଣ୍ଟରେ ମାତ୍ର ୫୯୦୦ ଟଙ୍କା ଫେରାଇଥିଲେ । ବାକି ଟଙ୍କା ଫେରାଇଦେବାକୁ କହି ଆଉ କିଛି ଯୋଗଯୋଗ କରିନଥିଲେ । ଏହାପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଟ୍ରାକ୍ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login