The Ultimate Managed Hosting Platform
ADVERTISEMENT

ହ୍ରିତିକଙ୍କ ପୂର୍ବତନ ପତ୍ନୀଙ୍କଠାରେ ଓମିକ୍ରନ ଭାରିଆଣ୍ଟ

Facebook
Twitter
LinkedIn

ସାରା ଦୁନିଆକୁ କଲବଲ କରୁଛି କିଲର ଭାଇରସ । କେବଳ ମହାମାରୀର ଭୟ ନୁହେଁ ଦିନକୁ ଦିନ ନୂଆ ନୂଆ ଭାରିଆଣ୍ଟ ବି ସମସ୍ତଙ୍କୁ ସଂକ୍ରମିତ କରିବାରେ ଲାଗିଛି । କେବଳ ସାଧାରଣ ଲୋକ ନୁହେଁ ଅନେକ ରାଜନେତା, ଅଭିନେତା, ଅଭିନେତ୍ରୀ କରୋନା କବଳରେ ପଡିଛନ୍ତି । ହେଲେ ଏବେ ବି-ଟାଉନରେ ଏଣ୍ଟ୍ରି କରିଛି କରୋନାର ଏହି ନୂଆ ମ୍ୟୁଟାଣ୍ଟ ଓମିକ୍ରନ ।ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ୍ ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ପୋଷ୍ଟ କରି ଏନେଇ ସେ ସୂଚନା ଦେଇଛନ୍ତି । ସୁଜୈନ ଇନଷ୍ଟାରେ ଲେଖିଛନ୍ତି କୋଭିଡକୁ ଦୁଇବର୍ଷ ଧରି ଚକମା ଦେବା ପରେ ଏଇ ଜିଦ୍ଦିଆ ଓମିକ୍ରନ କବଳରେ ପଡିଗଲି । ଗତ ରାତିରେ ମୋର ଟେଷ୍ଟ ପଜିଟିଭ ଆସିଲା ।

ଦୟାକରି ନିଜେ ସୁରକ୍ଷିତ ରୁହନ୍ତୁ ନିଜର ଧ୍ୟାନ ରଖନ୍ତୁ । ସୁଜୈନଙ୍କ ଏହି ପୋଷ୍ଟରେ ତାଙ୍କ ନିକଟତର ବନ୍ଧୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନୀଲମ କୋଠାରୀ, ଫରାହ ଖାନ୍, ବିପାଶା ବାସୁ, ଜର୍ଜିଆ, ସଂଜୟ କାପ୍ପୁର ସମେତ ଅନେକ ଅଭିନେତା ଅଭିନେତ୍ରୀ ଗେଟ ଓ୍ୱେଲ୍ ସୁନ୍ କମେଣ୍ଟ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login