The Ultimate Managed Hosting Platform
ADVERTISEMENT

ହୋଟେଲ ରୁମରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଭୁବନେଶ୍ୱର : ହୋଟେଲ ରୁମରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ସ୍ଥିତ ତମାଣ୍ଡୋର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ଷ୍ଟକ ମାର୍କେଟରେ କ୍ଷତି ସହି ନ ପାରି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନେ୍ଦହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login