The Ultimate Managed Hosting Platform
ADVERTISEMENT

ହୃଦଘାତର ଶିକାର ହେଲେ ଓଡିଆ ଅଭିନେତା ସୋହମ ସିଂ , ହସ୍ପିଟାଲରେ ଭର୍ତ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଆ ସିନେ ଅଭିନେତା ତଥା ନାୟକ “ସୋହମ ସିଂ” ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ସେ ଧିରେ ଧିରେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାରୁ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଛି । ଫିଟନେସକୁ ଗୁରୁତ୍ୱ ଦେଉଥିବା ସୋହମ ସିଂଙ୍କୁ ହଠାତ ହୃଦଘାତକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି । ତାଙ୍କ ଆଶୁ ଆରୋଗ୍ୟ ପାଇଁ କରି ପ୍ରଶଂସକ ଓ ଓଲିଉଡ଼ ଜଗତର ବିଭିନ୍ନ ବ୍ୟକ୍ତି ବିଶେଷ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନ କରିଛନ୍ତି । ସୋହମଙ୍କ ଆଉ ଏକ ବଡ଼ ବଜେଟର ଆକ୍ସନ ସିନେମା ରିଲିଜ୍ ହେବାକୁ ଯାଉଛି ଯାହାର ନାଁ ଆଲ୍ଲୀ ବଜରଙ୍ଗୱାଲି । ଏବେ ତାଙ୍କର ଏକ ଶୋ , ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଛି । ସୋହମ ଓଡ଼ିଆ ସିନେମା” ଅଜାତ ଶତ୍ରୁ”,”ଆଇ ଲଭ ୟୁ ପ୍ରିୟା”,”ରାଓଡ଼ି ରାଜା”ରେ ମୁଖ୍ୟ ନାୟକ ଭୂମିକା ନିର୍ବାହ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login