The Ultimate Managed Hosting Platform
ADVERTISEMENT

ହୀରାକୁଦର ୮ ଗେଟ ଖୋଲା

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ଖୋଲା । ଡ୍ୟାମ ବାମ ପାଶ୍ୱର୍ର ୫ ଓ ଡାହାଣ ପାଶ୍ୱର୍ର ୩ଟି ଗେଟ ଖୋଲା । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ ରହିଛି । ଡ୍ୟାମ ଭିତରକୁ ୨, ୩୩, ୪୭୮ କ୍ୟୁସେକ ଜଳ ପ୍ରବେଶ । ଜଳ ଭଣ୍ଡାରରୁ ୧, ୬୧, ୬୭୭ କ୍ୟୁସେକ ଜଳ ନିଷ୍କାସିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ ଜଳସ୍ତର । ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଦିନ ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଶନିବାର ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login