The Ultimate Managed Hosting Platform
ADVERTISEMENT

ହିମାଚଳ –ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା , ୩ ଦିନରେ ୭୧ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ବେହାଲ ହିମାଚଳ । ହିମାଚଳରେ ହାହାକାର। ତାସ ଘର ପରି ଭୁଶୁଡ଼ୁଛି ଘର। ଭାସିଯାଉଛି ପଥର ଖଣ୍ଡ। ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ସିମଲାର କ୍ରିଷନନଗର ଠାରେ ୩ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୧୩ ଏବେ ବି ନିଖୋଜ ଅଛନ୍ତି । ଭୂସ୍ଖଳନରେ କାଙ୍ଗ୍ରା ସବୁଠାରୁ ଅଧିକ ହୋଇଛି କ୍ଷତିଗ୍ରସ୍ତ। କେବଳ ହିମାଚଳରେ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର‌୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ADVERTISEMENT
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login