ଭୁବନେଶ୍ୱର : ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ୍ । ନରି ପଣ୍ଡାଙ୍କୁ ବ୍ୟାନ କଲା ଯାତ୍ରା ମାଲିକ ସଂଘ । ନରିଙ୍କୁ ବୟକଟ ନେଇ ଯାତ୍ରା ମାଲିକ ସଂଘ ସଂପାଦକଙ୍କ ସୂଚନା । ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାଡ ଓ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ନରି ।
Views: 17