The Ultimate Managed Hosting Platform
ADVERTISEMENT

ହାତୀ ମୃତ୍ୟୁ ଘଟଣାରେ ବାପ ପୁଅ ଗିରଫ

Facebook
Twitter
LinkedIn

ବିନିକା : ବାରହା ଫାଶରେ ପଡି ଦନ୍ତା ହାତୀ ମୃତ୍ୟୁ ଘଟଣା । ଦନ୍ତା ମୃତ୍ୟୁ ଘଟଣାରେ ବାପ ପୁଅକୁ ଗିରଫ କଲା ବନ ବିଭାଗ । ମହଦା ଗାଁର ବୀରେନ୍ଦ୍ର ଶର୍ମା ଓ ପୁଅ ଆଲାଉଦ୍ଦିନ ଗିରଫ । ଆଲ୍ଲାଉଦ୍ଦିନ ୱାଚର ଥିବା ବେଳେ ତାଙ୍କ ମା ବନ ସୁରକ୍ଷା ସମିତି ଉପସଭାନେତ୍ରୀ । କାଲି ବାରହା ଫାଶରେ ପଡି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login