The Ultimate Managed Hosting Platform
ADVERTISEMENT

ହାତୀ ପାଇଁ ରାସ୍ତା ରୋକ

Facebook
Twitter
LinkedIn

ବଣାଇ : ୨ଟି ଦନ୍ତାହାତୀ ଉତ୍ପାତରେ ଅତିଷ୍ଠ ହୋଇ ରାସ୍ତା ରୋକ । ବଣାଇ –ଜାଙ୍ଗଳା ରାସ୍ତାର ଜକେଇକଳା ନିକଟରେ ଅବରୋଧ । ହାତୀ ଘଉଡାଇବାରେ ବନ ବିଭାଗର ବିଫଳତା ପ୍ରତିବାଦରେ ରାସ୍ତାରୋକ । ସୁନ୍ଦରଗଡର ସିଂଟୋଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡଡ଼ିହି ସମେତ ପ୍ରାୟ ୨୦ରୁ ୩୦ ଗାଁରେ ଦୁଇଟି ଦନ୍ତା ଚାରି ମାସ ହେଲାଣି ଚଳାଇଛନ୍ତି ଉତ୍ପାତ। ଗାଁରେ ଘର ଭାଙ୍ଗିବା ସହ ଧାନ ଖାଇ ଦେଉଛନ୍ତି । ଏପରିକି ଘରର ଆସବାବ ପତ୍ର ନଷ୍ଟ କରି ପନିପରିବା ନଷ୍ଟ କରୁଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ହାତୀକୁ ଘଉଡାଇବାକୁ ଦାବି କରିଛନ୍ତି। ବଣାଇଁ – ଜକୈକଳା ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉରୁ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login