The Ultimate Managed Hosting Platform
ADVERTISEMENT

ହାତୀ ଦାନ୍ତ ଜବତ, ୪ ଗିରଫ

Facebook
Twitter
LinkedIn

ନୟାଗଡ : ନୟାଗଡରୁ ହାତୀ ଦାନ୍ତ ଜବତ । ଏହି ଘଟଣାରେ ୪ ଜଣ ଗିରଫ । ଦଶପଲ୍ଲା ରେଞ୍ଜ ବାଇଶିପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ସନେ୍ଦହଜନକ ମୃତ୍ୟୁ ହୋଇଛି । ଘଟଣାରେ ଡିଏଫଓ , ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି । ହାତୀକୁ କରେଣ୍ଟ ଦେଇ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୪ ଙ୍କୁ ଗିରଫ ସହ ତାଙ୍କ ପାଖରୁ ହାତୀ ଦାନ୍ତ ମଧ୍ୟ ଜବତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login