ଅନୁଗୁଳ : ଅନୁଗୁଳ ବନଖଣ୍ଡ ପାତେଳି ଗାଁରେ ହାତୀ ଆକ୍ରମଣରେ ୨ ମୃତ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତକ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ ସୂଚନା । ଶୈାଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ , ଉତ୍ତେଜନା ଜାରି । ବନ ବିଭାଗକୁ ଜଣାଇବା ସହ ଲୋକଙ୍କ ରାସ୍ତା ଅବରୋଧ ।
Views: 105











