କୋଇଡା : ଥମୁନି ହାତୀ ଆତଙ୍କ । ହାତୀ ଗାଁରେ ପଶୁଛନ୍ତି , ଘର ଭାଙ୍ଗୁଛନ୍ତି ଓ ଚାଉଳ ଖାଉଛନ୍ତି । ଘର ସାମ୍ନାରେ ହାତୀ ଆକ୍ରମଣରେ ମହିଳା ମୃତ । କନ୍ତରକୋଇଡା ଗାଁରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ହାତୀ ପଲ । ଚାଷ ଜମିରେ ପଶି ଫସଲ ବି ନଷ୍ଟ କରୁଛନ୍ତି ହାତୀ । ହାତୀ ପଶିବା ଫଳରେ ଏକର ଫସଲ ହେଉଛି ନଷ୍ଟ । ମକା ଫସଲ ନଷ୍ଟ କରିବା ସହ କରୁଛନ୍ତି ବ୍ୟାପକ କ୍ଷତି । ହାତୀ ଏବେ ଗାଁ ମୁହାଁ ହୋଇ ଜୀବନ ନଷ୍ଟ କରିବା ସହ ଫସଲ ମଧ୍ୟ କରୁଛନ୍ତି ନଷ୍ଟ ।
Views: 76