The Ultimate Managed Hosting Platform
ADVERTISEMENT

ହାତୀ ଆକ୍ରମଣରେ ଜଣେ ଆହତ

Facebook
Twitter
LinkedIn

ଯୋଡ଼ା : ଶୌଚ ହେବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଆହତ । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମଙ୍ଗଳ ପୁର ଗ୍ରାମର ବୈଶାଖୀ ମୁଣ୍ଡା ଗ୍ରାମର ଅନ୍ୟ ସାଙ୍ଗଙ୍କ ସହିତ ସକାଳୁ ଶୌଚ ହେବାକୁ ବୈତରଣୀ ନଦୀକୁ ଯାଇଥୂବା ବେଳେ ହାତୀ ହାବୁଡରେ ପଡିବାରୁ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ହାତୀ ସହିତ ସାମ୍ନାସାମ୍ନି ହେବାପରେ ପରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ବୈଶାଖୁ ଏକ ଖାଲରେ ପଡ଼ିଯିବା ପରେ ହାତୀ ତାଙ୍କୁ ଗୋଡ଼ରେ ମାରିଥିଲା ଫଳରେ । ସେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକମାନେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଖବର ପାଇ ଚମ୍ପୁଆ ବନବିଭାଗ ଡାକୁର ଖାନାରେ ପହଞ୍ଚିଥୂବା ଜଣାପଡିଛି। ଆଜି ସକାଳୁ ଏଗାର ଟିକିଆ ହାତୀ ପଲ ରଜିଆ ଜଙ୍ଗଲରୁ ମଙ୍ଗଳ ପୁର ଗାଁରେ ପ୍ରବେଶ କରିଥିବା ବେଳେ ବନବିଭାଗ ହାତୀ ଉପରେ ନଜର ରଖୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login