The Ultimate Managed Hosting Platform
ADVERTISEMENT

ହାତୀର ଗଳିତ ମୃତଦେହ ଠାବ

Facebook
Twitter
LinkedIn

ଆଠଗଡ: ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ । ତିଗିରିଆ ବିଟ୍ ଅଂଶୁପା ରାସ୍ତା ପେଟ୍ରୋଲପମ୍ପ ନିକଟ ଜଙ୍ଗଲରୁ ଠାବ ।୨-୩ ଦିନ ତଳୁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସନେ୍ଦହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବନବିଭାଗ । ମୃତ ହାତୀର ବୟସ ୫ ବର୍ଷ ହୋଇଥିବା ଅନୁମାନ କରୁଛି ବନବିଭାଗ। ତେବେ କିପରି ଦନ୍ତାର ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି। ରୋଗାକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି ନା କେହି ଶୀକାରି ଶୀକାର କରିଛି ? ଆଠଗଡ଼ ବନଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ଆଠଗଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login