ଦେବଗଡ : ଦେବଗଡ ବନଖଣ୍ଡ ଅଞ୍ଚଳରୁ ହାତୀଦାନ୍ତ ଜବତ , ୩ ଗିରଫ । ଏକ ହୋଟେଲରେ ଡିଲ ବେଳେ ମାଡିବସିଲା ବନବିଭାଗ । ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା । ଅଭିଯୁକ୍ତ ମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାଆନ୍ତେ ସେ ନେଇ ଖୋଳତାଡ । ଅଭିଯୁକ୍ତ ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନବିଭାଗ ।
Views: 96











