ହାତୀକୁ ନିଆଁ ହୁଳା ମାଡ , ୨ ବହିଷ୍କୃତ
ବାରିପଦା : ହାତୀକୁ ନିଆଁହୁଳା ମାଡ ଘଟଣାରେ ୨ ବହୁଷ୍କୃତ । ଦୁଧିଆଣୀ ରେଞ୍ଜର ୨ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ । କରଞ୍ଜିଆ ଡିଭିଜନ ଡୁମୁରିଆ ଗାଁରେ ହାତୀକୁ ନିଆଁହୁଳା ମାଡ କରିଥିଲେ । ଗାଁ ଲୋକଙ୍କ ସହ ମିଶି ନିଆଁ ହୁଳା ମାଡର ଭିଡିଓ ଭାଇରାଲ ହୋଇଥିଲା ।ତେବେ ଗତ ଗୁରୁବାର ଦିନ ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ କରିଥିଲେ ଗାଁ ଲୋକେ । ହାତୀ ଘଉଡାଇବାର ଭିଡିଓ ସୋସିଆଲ ମିଡିଆରେ … Continue reading ହାତୀକୁ ନିଆଁ ହୁଳା ମାଡ , ୨ ବହିଷ୍କୃତ
Copy and paste this URL into your WordPress site to embed
Copy and paste this code into your site to embed