The Ultimate Managed Hosting Platform
ADVERTISEMENT

ହାତୀକୁ ନିଆଁ ହୁଳା ମାଡ , ୨ ବହିଷ୍କୃତ

Facebook
Twitter
LinkedIn

ବାରିପଦା : ହାତୀକୁ ନିଆଁହୁଳା ମାଡ ଘଟଣାରେ ୨ ବହୁଷ୍କୃତ । ଦୁଧିଆଣୀ ରେଞ୍ଜର ୨ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ । କରଞ୍ଜିଆ ଡିଭିଜନ ଡୁମୁରିଆ ଗାଁରେ ହାତୀକୁ ନିଆଁହୁଳା ମାଡ କରିଥିଲେ । ଗାଁ ଲୋକଙ୍କ ସହ ମିଶି ନିଆଁ ହୁଳା ମାଡର ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଗତ ଗୁରୁବାର ଦିନ ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ କରିଥିଲେ ଗାଁ ଲୋକେ । ହାତୀ ଘଉଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ଯୁବକ ହାତୀ ପିଠିରେ ଦୁଇ ଦୁଇଥର ନିଆଁ ମାଡ କରିଛନ୍ତି । ପରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ସମସ୍ତେ ଦେଖୁଥିଲେ ବି କେହି ବାରଣ କରୁନାହାନ୍ତି ।ନିଆଁ ମାଡ ପରେ ଜୀବନ ବିକଳରେ ଦୌଡି ପଳାଉଛି ହାତୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login