The Ultimate Managed Hosting Platform
ADVERTISEMENT

ହାଇୱା ଧକ୍କାରେ ସ୍କୁଟି ଆରୋହୀଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ସମ୍ବଲପୁର : ଭୟଙ୍କର ଦୁର୍ଘଟଣା । ହାଇୱା ଧକ୍କାରେ ସ୍କୁଟି ଆରୋହୀଙ୍କ ଚାଲିଗଲା ଜୀବନ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳ ଗାରିଆବାହାଲରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଜଳୁଛି ହାଇୱା ଓ ସ୍କୁଟି। ସ୍କୁଟି ଆରୋହୀ ହାଇୱା ତଳେ ଫସି ରହିଛନ୍ତି । ଜମନକିରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login