ବ୍ରହ୍ମପୁର : ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ । ଅଦାଲତ ଅବମାନନା ମାମଲା ନ ଚଳାଇବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ । ମାମଲାର ପର୍ଦ୍ଦାଫାଶ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ବ୍ୟକ୍ତିଗତ ହଜାର ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଲାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବାବେଳେ ଏଭଳି ମନ୍ତବ୍ୟ ନଦେବାକୁ ଏସପିଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କଚ ଅବଗତ କରାଇବାକୁ କୁହାଯାଇଛି ।
Views: 64











