The Ultimate Managed Hosting Platform
ADVERTISEMENT

ହସ୍ପିଟାଲରେ ଭର୍ତ୍ତି ହେଲେ ଏକନାଥ ସିନେ୍ଦ

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଏବେବି ଲାଗି ରହିଛି ଛକାପଞ୍ଝା । ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଛି ସସପେନ୍ସ ।ଏହାରି ଭିତରେ ଅସୁସ୍ଥ ହାେଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଶିବସେନା ମୁଖ୍ୟ ଏକନାଥ ସିନେ୍ଦ । ନିକଟରେ ସେ ଅସୁସ୍ଥ ଥିବାର କାରଣରୁ ନିଜ ଗାଁକୁ ପଳାଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲଖିତ ନହେବାରୁ ତାଙ୍କୁ ଥାନେର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପୂର୍ବ ସପ୍ତାହରୁ ଶିବସେନା ନେତା ଏକନାଥ ସିନ୍ଦେ ଗଳା ସଂକ୍ରମଣ ଏବଂ ଜ୍ୱରରେ ପୀଡିତ ଥିଲେ। ଲକ୍ଷଣଗୁଡିକର କ୍ରମାଗତ ପ୍ରକୃତିକୁ ବିଚାର କରି ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟର ଏକ ବିସ୍ତୃତ ଯାଞ୍ଚ ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ଗସ୍ତ ପରେ ସିନ୍ଦେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଗଣମାଧ୍ୟମର ପ୍ରଶ୍ନକୁ ସାମ୍ନା କରି କହିଛନ୍ତି, ‘ବଢ଼ିଆ ଅଛି’। ଅର୍ଥାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login