The Ultimate Managed Hosting Platform
ADVERTISEMENT

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୈାତାଲାଙ୍କ ପରଲୋକ

Facebook
Twitter
LinkedIn

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୈାତାଲାଙ୍କ ପରଲୋକ । ୮୯ ବର୍ଷ ବୟସରେ ଓମ ପ୍ରକାଶ ଚୈାତାଲାଙ୍କ ଦେହାନ୍ତ ।ଗୁରୁଗ୍ରାମର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓମ ପ୍ରକାଶ । ଓମ ପ୍ରକାଶ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିଥିଲେ । ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୈାଧୁରୀ ଲାଲଙ୍କ ପୁଅ ହେଉଛନ୍ତି ଓମ ପ୍ରକାଶ । ଚୈାତାଲା ହରିୟାଣାର ୭ମ ମୁଖ୍ୟମନ୍ତ୍ରୀ ଥିଲେ । ହରିୟାଣାର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ହରିୟାଣାର ସବୁଠାରୁ ସକ୍ରିୟ ନେତା ଭାବେ ଜମାଶୁଣା ଥିଲେ । ଓମ ପ୍ରକାଶ ଚୈାତାଲାଙ୍କୁ ଜେବିଟି ଭର୍ତ୍ତି ଘୋଟାଲାରେ ୨୦୧୩ ମସିହାରେ ୧୦ ବର୍ଷ ଜେଲ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login