ଆନନ୍ଦପୁର : ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ । ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ । ଦୋଷୀ ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟିଙ୍କୁ ଫାଶି ଦଣ୍ଡ । ଦୋଷୀ ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇଙ୍କୁ ଫାଶି ଦଣ୍ଡାଦେଶ । ୨୦୧୯ରେ ରାମଚନ୍ଦ୍ରଙ୍କୁ ଘର ସାମ୍ନାରେ ହତ୍ୟା କରାଯାଇଥିଲା ।
Views: 103











