The Ultimate Managed Hosting Platform
ADVERTISEMENT

ହତ୍ୟାକାରୀକୁ ଆଜୀବନ

Facebook
Twitter
LinkedIn

ସୁନ୍ଦରଗଡ : ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡ । ଦଣ୍ଡା ଦେଶ ଶୁଣାଇଲେ ସେସନ୍ସ କୋର୍ଟ । ପଡୋଶୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ । ଦୋଷୀ ରଂଜନ କାଲୁକୁ ଆଜୀବନ ଦଣ୍ଡାଦେଶ ଦେଲେ ସେସନ୍ସ କୋର୍ଟ । ୨୦୧୭ ଧୁରୁବାଡିହି ତଳସରା କଲୋନୀରେ ଘଟିଥିଲା ହତ୍ୟାକାଣ୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login