ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନାରାୟଣ ବସ୍ତି ଚନ୍ଦୁ ହତ୍ୟା ମାମଲା । ହତ୍ୟାକାରୀ କାହ୍ନା ନାୟକକୁ ଆଜୀବନ ଜେଲ ଦଣ୍ଡାଦେଶ । ଦଣ୍ଡାଦେଶ କଲେ ଏଡିଜେ-୨ କୋର୍ଟ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର । ଗତବର୍ଷ ସେପ୍ଟେମ୍ବର ୯ରେ ଚନ୍ଦୁକୁ ସଂଘବଦ୍ଧ ହତ୍ୟା କରାଯାଇଥିଲା ।
Views: 92

ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...