ରାଉରକେଲା : ୨୦୧୭ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ । ଦୋଷୀ ଅନୀଲ ଖାଲକୋକୁ ଆଜୀବନ ଶୁଣାଇଲେ ଏଡିଜେ-୧ । ୨୦୧୭ରେ ବିଶ୍ରା କଦଳୀବାହାଲ ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ଦମ୍ପତିଙ୍କ ଝଗଡାର ସମାଧାନ ପାଇଁ ଆସିଥିବା ମଧ୍ୟସ୍ଥିଙ୍କୁ ହତ୍ୟା କରିଥିଲା । ଲୁହା ରଡ୍ ରେ ପିଟିପିଟି ମହିଳା ମଧ୍ୟସ୍ଥିଙ୍କୁ ହତ୍ୟା କରିଥିଲା ଅନୀଲ ।
Views: 67