The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହଇଜାରେ ଆଉ ଜଣଙ୍କ ମୃତ୍ୟୁ, ସ୍ୱାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ

Facebook
Twitter
LinkedIn

ରାଉରକେଲା : ହଇଜାରେ ଆଉ ଜଣଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଉରକେଲାରେ ହଇଜାରେ ଆକ୍ରାନ୍ତ ହୋଇ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଆଇଜିଏଚରେ ଚିକିତ୍ସାଧିନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସାବିତ୍ରୀ ଗିରି । ଗତ ସୋମବାର ଝାଡାବାନ୍ତି ହେବା ପରେ ୪୧ ବର୍ଷ ବୟସ୍କ ସାବିତ୍ରୀ ଆଇଜିଏଚ ମେଡିକାଲରେ ଭର୍ତି ହୋଇଥିଲେ । ଉଦବେଗର କଥା ହେଉଛି ପୂର୍ବରୁ ହଇଜାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ସେହି ହଇଜାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ସ୍ତ୍ରୀ । ସାବିତ୍ରୀଙ୍କ ୩ଟି ଝିଅ ଥିବା ବେଳେ ପୁରା ପରିବାରକୁ ଅନାଥ କରିଦେଲା ହଇଜା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login