The Ultimate Managed Hosting Platform
ADVERTISEMENT

ସ୍ୱାମୀ ପରେ ସ୍ତ୍ରୀକୁ ହତ୍ୟା

Facebook
Twitter
LinkedIn

ମୋହନା : ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୁତ୍ତ । ଅଡବା ଥାନା ଘୋଡାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ମୃତ୍ୟୁ ଖବର ଶୁଣି ଆସୁଥିବା ବେଳେ ବାଟରେ ସ୍ତ୍ରୀକୁ ହତ୍ୟା । ପ୍ରାୟ ୨୦୦ ମିଟର ଦୂର ଉପରସାହିରେ ରହୁଥିବା ସ୍ତ୍ରୀକୁ ହତ୍ୟା । ଧାରୁଆ ଅସ୍ତ୍ରରେ ହାଣି ମହିଳାଙ୍କୁ ହତ୍ୟା କଲେ ଦୁର୍ବତ୍ତ । କାଲି ଘରେ ପଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ ୨ରୁ୩ ଦୁର୍ବୁତ୍ତ । ଫେବ୍ରୁଆରୀରେ ଗୁଣି ସନେ୍ଦହରେ ମଧ୍ୟ ଗୁଳିମାଡ ହୋଇଥିଲା । ମୃତକ ହେଲେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ଶଶିତା ମଲ୍ଲିକ । କପିଳେନ୍ଦ୍ରଙ୍କୁ ଘରେ ପଶି ହତ୍ୟା କରାଯାଇଥିବା ବେଳେ, ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login