ଭଦ୍ରକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଘରେ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହରୁ ନାବାଳକ ପୁଅ ସହ ମିଶି ହତ୍ୟା । ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ସାହିରେ ବୀଭତ୍ସ ହତ୍ୟା । ମୃତକ ହେଲେ ସୁରେଶ ମହଲା । ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ କରୁଥିବାବେଳେ ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ … Continue reading ସ୍ୱାମୀକୁ ଛୁରୀ ଭୁସି ହତ୍ୟା
Copy and paste this URL into your WordPress site to embed
Copy and paste this code into your site to embed