The Ultimate Managed Hosting Platform
ADVERTISEMENT

ସ୍ୱାଭାବିକ ହେଲା ବିଏମସି କାର୍ଯ୍ୟ

Facebook
Twitter
LinkedIn

ଭୁବନେଶ୍ୱର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ୟ୍ୟ । କର୍ମଚାରୀମାନେ କାର୍ୟ୍ୟରେ ଯୋଗ ଦେଇଛନ୍ତି । କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା । ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି । ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସେମାନଙ୍କୁ ତାଲିମ ଦିଆଯିବ । ଭବିଷ୍ୟତରେ ଯେପରି ପୂର୍ବ ସ୍ଥିତି ନ ଉପୁଜିବ ସେଥିପାଇଁ ସଜାଗ ରହିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login