The Ultimate Managed Hosting Platform
ADVERTISEMENT

ସ୍ୱାଭାବିକ ହେଉଛି ମଣିପୁର ସ୍ଥିତି, ଆଜିଠୁ ଖୋଲିବ ସ୍କୁଲ ଓ କଲେଜ

Facebook
Twitter
LinkedIn

ଇମ୍ଫାଲ : ସ୍ବାଭାବିକ ହେଉଛି ମଣିପୁର ସ୍ଥିତି। ହିଂସା କାରଣରୁ ମଣିପୁରରରେ ବନ୍ଦ ଥିବା ବିଶ୍ବବିଦ୍ୟାଳୟ ସମେତ ସ୍କୁଲ ଓ କଲେଜ ଖୋଲିବ। ପ୍ରାୟ ଦୁଇ ସପ୍ତାହ ପରେ ଆଜିଠାରୁ ଖୋଲିବ ଶିକ୍ଷା ପ୍ରତିଷ୍ଠାନ। ଏନେଇ ସମସ୍ତ ଜିଲ୍ଲା ଓ ଜୋନାଲ ସ୍ତରୀୟ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଫଳରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଆଦି ଖୋଲିବ। ରାଜ୍ୟ ଗୃହ ବିଭାଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣୁପର, କାକଚିଙ୍ଗ ଓ ଜିରିବାମରେ ହିଂସା ଦେଖାଦେବା ପରେ ସ୍କୁଲ କଲେଜ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେପଟେ ରାଜ୍ୟରେ ହିଂସା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ସଭା କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login