The Ultimate Managed Hosting Platform
ADVERTISEMENT

ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ

Facebook
Twitter
LinkedIn

ଭୁବନେଶ୍ୱର : ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ । ଭୁବନେଶ୍ୱରରୁ ହାଇ ପ୍ରୋଫାଇଲ ଲୁଟର ସିନ ରିକ୍ରିଏସନ । ଧରାପଡିଥିବା ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ । ନୟାପଲ୍ଲୀ ଭିଆଇପି ଏରିଆରେ ସିନ ରିକ୍ରିଏସନ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କଲା ଦେଖାଉଛି । କେଉଁ ପଟେ ଆସିଲା, କିପରି ଲୁଟି ଚମ୍ପଟ ମାରିଲା ଦେଖାଉଛି । ସ୍ପାଇଡର ସତୀଶକୁ ୩ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ । ଆଉ ଲୁଟ ଟଙ୍କାରେ ମଉଜ କରୁଥିଲା। କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ଶନାଲ ଟ୍ରେନର ନିଯୁକ୍ତ କରିଥିଲା। ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ଟି ଫ୍ଲାଟ। ଚୋରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା। ତେବେ କେମିତି ଏକାକୀ ଏହି ଚୋର, ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ହାଇ ସିକ୍ୟୁରୀଟି ଜୋନରୁ ଚୋରି କରୁଥିଲା, ପୋଲିସକୁ ତାର ଡେମୋ ଦେଖାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login