The Ultimate Managed Hosting Platform
ADVERTISEMENT

ସ୍ତ୍ରୀ ମୁଣ୍ଡଗଣ୍ଡି ଅଲଗା କଲା ପିଶାଚ ସ୍ୱାମୀ

Facebook
Twitter
LinkedIn

ପାରଳାଖେମୁଣ୍ଡି : ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ । କାଶୀନଗର ଥାନା ସାରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା । ଜମିରେ ପଡିଛି ମୁଣ୍ଡ ବିହୀନ ଶରୀର । ଘର ଦାଣ୍ଡରେ କଟାମୁଣ୍ଡ ।
ଏହିଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗାଁରେ । ସ୍ୱାମୀ ସ୍ତ୍ରୀ ଜମିରେ ଚାଷ କରିବାପାଇଁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାମାନ୍ୟ ବଚସାରୁ ଉତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ମୃତ ଦେହ ଚାଷ ଜମିରେ ପଡି ରହିଥିବା ବେଳେ ମୁଣ୍ଡ ନେଇ ଘରେ ପହଂଚିଥିଲା ଅଭିଯୁକ୍ତ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ପ୍ରତିଦିନ କିଛି ନା କିଛି କାରଣରୁ ଝଗଡା ଲାଗିରହୁଥିଲା । ଆଉ ଏବେ ପୁଣି ଚାଷ ଜମିରେ ଝଗଡା ବେଳେ ସ୍ତ୍ରୀ ମୁଣ୍ଡ କାଟି ଦେଇଛି ସ୍ୱାମୀ । ଘଟଣାସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ ଅଟକ ରଖିଥିବ ବେଳେ ଅଧିକ ଛାନଭିନ୍ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login