ଭଞ୍ଜନଗର : ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଇରେ ଫିଙ୍ଗିବା ଘଟଣା । ନଇରୁ ମୃତ ମହିଳାଙ୍କ ଗୋଡ ମିଳିଥିବା ପୋଲିସର ସୂଚନା । ସୋରଡା ଥାନା ପାଲକାଟୁ ନିକଟ ନଇରୁ ମିଳିଲା କଟା ଗୋଡ । କିଛି ଦିନ ତଳେ ସ୍ଥାନୀୟ ଭଗବାନପୁରରେ ଜଘନ୍ୟ କାଣ୍ଡ ଘଟିଥିଲା । ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଇରେ ଭସାଇ ଦେଇଥିଲା ସ୍ୱାମୀ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀକୁ ଧରି ଜେଲ ପଠାଇଥିଲା ପୋଲିସ ।
Views: 78