ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ସ୍ୱାମୀ !

ବୌଦ୍ଧ: ଘର ଭିତରେ ସ୍ତ୍ରୀର ମୃତଦେହ, ସ୍ୱାମୀ ଫେରାର। ୬ ମାସର ଛୁଆକୁ ଛାଡ଼ି ଫେରାର ହୋଇଯାଇଛି ସ୍ୱାମୀ । ବୌଦ୍ଧର ପଣୁଆ ସାହିରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ରାଜସ୍ଥାନରୁ ଆସି ବୌଦ୍ଧ ସହରର ୧ ନମ୍ବର ୱାର୍ଡରେ ରହୁଥିଲେ। ସ୍ୱାମୀ ଫେରିବାଲା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା … Continue reading ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ସ୍ୱାମୀ !