The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ସ୍ୱାମୀ !

Facebook
Twitter
LinkedIn

ସୋର : ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଜୀବନରୁ ମାରି ଫିଙ୍ଗିଦେଲା । ଗାଁ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଶରତ ଗାଁରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପାରିବାରିକ କଳହରୁ ସପ୍ତାହେ ତଳେ ସ୍ୱାମୀ ମାରି ଫେରାର ଥିବା ସୂଚନା ରହିଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login