The Ultimate Managed Hosting Platform
ADVERTISEMENT

ସ୍କୁଲ ବସ ଓଲଟି ମହିଳା ମୃତ, ୮ ଆହତ

Facebook
Twitter
LinkedIn

ଜୟପୁର : ଘରୋଇ ସ୍କୁଲ ବସ ଓଲଟି ଜଣେ ମହିଳା ମୃତ । ୮ ଜଣ ଆହତ ହୋଇଛନ୍ତି । ବୈପାରୀଗୁଡା ଥାନା ମନ୍ତ୍ରୀ ଆମ୍ବ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ । ବସରେ କୈାଣସି ଛାତ୍ର ଛାତ୍ରୀ ନ ଥିଲେ କେବଳ ସ୍କୁଲ ଷ୍ଟାଫ ରହିଥିଲେ । ସ୍କୁଲର ଜଣେ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଘରକୁ ଯାଉଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login