The Ultimate Managed Hosting Platform
ADVERTISEMENT

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ

Facebook
Twitter
LinkedIn

ଅନୁଗୁଳ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ । ଅନୁଗୁଳ ଜିଲ୍ଲା ଜରପଡା ଥାନା ଉଗୀ ଦେହୁରୀ ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍କୁଲକୁ ଯାଉଥିବା ବେଳେ ଧକ୍କା ଦେଲା ଅଟୋ । ଅଟୋ ଧକ୍କାରେ ତିନି ଜଣ ଛାତ୍ରଛାତ୍ରୀ ଗୁରୁତର ଅଛନ୍ତି । ଦୁଇ ଜଣ ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login