The Ultimate Managed Hosting Platform
ADVERTISEMENT

ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ

Facebook
Twitter
LinkedIn

ଆଠଗଡ଼: ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ।ମୃତ ଶିଶୁ ଜଣକ ହେଲା ଚିକୁ ନାଏକ। ଗତକାଲି ଗୁଡ଼ ଫ୍ରାଇଡେ ଥିବାରୁ ସ୍କୁଲ୍ ବନ୍ଦ ରହିଥିଲା। ଗ୍ରାମର କିଛି ପିଲା ସ୍କୁଲ୍ ପାଖକୁ ଖେଳିବା ପାଇଁ ଯାଇଥିଲେ। ଖେଳୁ ଥିବା ସମୟରେ ସ୍କୁଲ୍ ଗେଟ୍ରେ କିଛି ପିଲା ଚଢ଼ି ଦୋଳି ଖେଳୁଥିଲେ । ହଠାତ ଗେଟ୍ ଟି କାନ୍ଥ ରୁ ଛିଣ୍ଡି ପଡ଼ିଥିଲା ଅସାବଧାନ ବଶତଃ ଜଣେ ପିଲା ଗେଟ୍ ଉପରେ ରହିଯାଇ ଥିବାରୁ ତା ଉପରେ ଗେଟ୍ ଟି ପଡି ଯାଇଥିଲା । ଅନ୍ୟ ପିଲାମାନେ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ। କିନ୍ତୁ ଚିକୁ ନାମକ ପିଲା ଉପରେ ଏକ କୁଇଣ୍ଟାଲ୍ ଓଜନର ଗେଟ୍ ଟି ଖସି ପଡ଼ିଥିଲା। ଘଟଣା ସ୍ଥଳରେ ହିଁ ପିଲାଟିର ମୃତ୍ୟୁ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login