The Ultimate Managed Hosting Platform
ADVERTISEMENT

ସ୍କୁଲରେ ତାଲା ; ବାହାରେ ଶିକ୍ଷକ , ଶିକ୍ଷାର୍ଥୀ

Facebook
Twitter
LinkedIn

କଟକ : ସ୍କୁଲ ଫାଟକରେ ତାଲା । ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକ । କେବିକେ ରୋଡ ସ୍ଥିତ ଏକ ଘରୋଇ ସ୍କୁଲ ଫାଟକରେ ତାଲା । ଅଧ୍ୟକ୍ଷଙ୍କ ନିଦେ୍ର୍ଦଶରେ ସିକ୍ୟୁରିଟି ଗାର୍ଡ ତାଲା ପକାଇଥିବା ସୂଚନା । ଶିକ୍ଷକଙ୍କ ଦରମା ବୃଦ୍ଧି ଦାବିକୁ ନେଇ ବିବାଦ ଲାଗି ରହିଥିଲା । ମାତ୍ର ବିନା ନୋଟିସରେ ତାଲା ପଡିବାକୁ ନେଇ ଅଭିଭାବକ କ୍ଷୁବ୍ଧ । ସ୍କୁଲରେ ଦଶମ ପର୍ଯ୍ୟନ୍ତ ୫ ଶହରୁ ଅଧିକ ପିଲା ଅଧ୍ୟୟନ କରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login