The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସ୍କୁଲରେ ଛାତ୍ରଙ୍କୁ ଛୁରାମାଡ ! ଆହତ ଛାତ୍ର ମେଡିକାଲରେ ଭର୍ତ୍ତି

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଛୁରାମାଡ଼ । ଆହତ ଛାତ୍ର ମେଡିକାଲରେ ଭର୍ତ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଘଟିଛି ଘଟଣା । ମଧ୍ୟାହ୍ନ ଭୋଜନ ବିରତି ସମୟରେ ଘଟିଛି ଘଟଣା ।
ସୂଚନା ଅନୁସାରେ, କ୍ଲାସ୍ ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ହାତ ଅନ୍ୟଜଣେ ଛାତ୍ରଙ୍କ ମୁଣ୍ଡରେ ବାଜିଥିଲା । ଏହାକୁ ନେଇ ଉଭୟ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସ୍କୁଲ ଶିକ୍ଷକ ଆସି ଉଭୟଙ୍କୁ ଆଟକାଇଥିଲେ । ପରେ ମଧ୍ୟାହ୍ନ ଭୋଜନ ସମୟରେ ଉଭୟଙ୍କ ମଧ୍ୟରୁ ଜଣେ ଛାତ୍ର ଘରକୁ ଯାଇ ଏକ ଛୁରୀ ଆଣି ଅନ୍ୟଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଛାତ୍ରଙ୍କୁ ସ୍ଥାନୀୟ ଉପ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login