The Ultimate Managed Hosting Platform
ADVERTISEMENT

ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ, ଫାୟାର ଷ୍ଟେସନ ଛକରେ ଦୁର୍ଘଟଣା

Facebook
Twitter
LinkedIn

ଭୁବନେଶ୍ୱର : ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ । ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ ଆହତ ହୋଇଛନ୍ତି । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ମୋ ବସ୍ କୁ ଅଟକ ରଖି ପୋଲିସ ଛାନଭିନ୍ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login