The Ultimate Managed Hosting Platform
ADVERTISEMENT

ସ୍କୁଟି ଉପରେ ଚଢିଗଲା ହାଇୱା

Facebook
Twitter
LinkedIn

ରାଜନଗର : ସ୍କୁଟି ଉପରେ ଚଢିଗଲା ହାଇୱା । ଘଡିଆଳମାଳ ନୂଆଗାଁ ଛଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ । ମୃତକ ହେଲେ ନୂଆଗାଁ ର ହରିଶ୍ଚନ୍ଦ୍ର ପାଣ୍ଡବ । ଘଟଣାସ୍ଥଳରେ ଉତ୍ତେଜନା । ରାଜନଗର ଭିତରକନିକା ମୁଖ୍ୟରାସ୍ତା ରେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login