ଧର୍ମଗଡ : ସ୍କୁଟିକୁ ଧକ୍କା ଦେଲା ଭ୍ୟାନ । ୨ ସମ୍ପର୍କୀୟ ଭାଇଙ୍କ ଚାଲିଗଲା ଜୀବନ । ବିଜୁ ଏକ୍ସପ୍ରେସ ୱେ କେବିଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଡ୍ରାଇଭର ଅଟକ ରହିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 53











