The Ultimate Managed Hosting Platform
ADVERTISEMENT

ସ୍କୁଟିକୁ ପିଟିଲା ଟ୍ରକ , ଚାଲିଗଲା ବୃଦ୍ଧଙ୍କର ଜୀବନ

Facebook
Twitter
LinkedIn

ସୁବର୍ଣ୍ଣପୁର : ସ୍କୁଟିକୁ ପିଟିଲା ଟ୍ରକ । ଚାଲିଗଲା ବୃଦ୍ଧଙ୍କର ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତିନି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ କୁମାରକେଳି ଗାଁର ଶରତ ମହାପାତ୍ର । ପ୍ରତିବାଦରେ ସୋନପୁର-ବୀରମହାରାଜପୁର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବାବେଳେ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀ ସହ ଫେରାର ଡ୍ରାଇଭରକୁ ଗିରଫ ଦାବୀରେ ରାସ୍ତା ଅବରୋଧ କରିଛନ୍ତି । ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login